Skip to main content

ସେବା ଓ ସଦ୍ଭାବ ମାଧ୍ୟମରେ ଏକ ପ୍ରଗତିଶୀଳ ସୁସ୍ଥ ସମାଜ ଗଠନର ଅଭିଯାନ

ଜୟ ଜଗନ୍ନାଥ, ପବିତ୍ର ଶୀତଳ ଷଷ୍ଠୀ ର ଅଵ୍ୟବହିତ ପୂର୍ବରୁ ଅନୁଷ୍ଠାନ ତରଫରୁ ଗୋପୀନାଥପୁର (ଅଠରନଳା) ଗ୍ରାମର ଯୁବଗୋଷ୍ଠୀଙ୍କ ଦ୍ୱାରା ଗ୍ରାମର ଶିବମନ୍ଦିର ପ୍ରାଙ୍ଗଣରେ ଏକ ସ୍ୱଛତା କାର୍ଯ୍ୟକ୍ରମ ଚଳିତ ମାସ ୨୧ ତାରିଖ ସକାଳେ ଅନୁଷ୍ଠିତ ହୋଇଯାଇଅଛି

Leave a Reply