Skip to main content

ସେବା ଓ ସଦ୍ଭାବ ମାଧ୍ୟମରେ ଏକ ପ୍ରଗତିଶୀଳ ସୁସ୍ଥ ସମାଜ ଗଠନର ଅଭିଯାନ

  ଜୟ ଜଗନ୍ନାଥ 🙏

ଆସନ୍ତା ରଥ ଯାତ୍ରା ଉପଲକ୍ଷେ ଆମ ଅନୁଷ୍ଠାନ ତରଫରୁ ବିଭିନ୍ନ ସ୍ଥାନରେ ସେବା ପ୍ରଦାନ କରାଯିବ l ଯେଉଁ ସଦସ୍ୟ ମାନେ ସେବା ପ୍ରଦାନ କରିବା ପାଇଁ ଇଛୁକ ସେମାନେ ନିଜର ସମ୍ମତି ପ୍ରକାଶ କରନ୍ତୁ l
୧. ଅନ୍ନ ପ୍ରସାଦ ବଣ୍ଟନ ସେବା
୨. ହସପିଟାଲ ପରିସର ମଧ୍ୟରେ ସାମୟିକ ସେବା
୩. ଷ୍ଟ୍ରେଚର ସେବା
୪. ଜଳ ରଥ ରେ ଜଳ ସେବା
୫. ବଡ଼ଦାଣ୍ଡ ସଫେଇ ସେବା
୬. ଆମ୍ବୁଲାନ୍ସ ସେବା ସେବା
୭. ଜଳ ବଣ୍ଟନ ସେବା
୮. ତ୍ୱରିତ ସେବା ପ୍ରଦାନ ଟିମ୍
୯. ବିଞ୍ଚନା ସେବା ପ୍ରଦାନ

Leave a Reply