Skip to main content

ସେବା ଓ ସଦ୍ଭାବ ମାଧ୍ୟମରେ ଏକ ପ୍ରଗତିଶୀଳ ସୁସ୍ଥ ସମାଜ ଗଠନର ଅଭିଯାନ

All Posts By

admin

ସ୍ୱାଧୀନତା ଦିବସ

By ActivityNo Comments

ଗତ ଅଗଷ୍ଟ ମାସ ୧୫ ତାରିଖ ୨୦୨୧ (ରବିବାର), ସକାଳ ୭:୩୦ ସମୟରେ, ୭୫ତମ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା | ତତ୍ସହିତ ଅନୁଷ୍ଠାନର ନୂତନ କାର୍ଯ୍ୟାଳୟ ର ଉଦ୍ଘାଟନ ହୋଇଥିଲା | ଏହି ଅବସରରେ ଅନୁଷ୍ଠାନର ସମସ୍ତ ସଦସ୍ୟ / ସଦସ୍ୟା ବୃନ୍ଦ ଉପସ୍ଥିତ ଥିଲେ |

ଖାଦ୍ୟ ବଣ୍ଟନ

By ActivityNo Comments

କୋଭିଡ ମହାମାରୀ ଲାଗି ବହୁ ସଂଖ୍ୟାରେ ଲୋକମାନେ ନିଜର ଜୀବିକା ହରାଇ ବସିଛନ୍ତି | ଅଭାବ ଓ ଅନାଟନ ରେ ଦିନ କାଟୁଥିବା ସେମିତି କିଛି ପରିବାର ଲୋକମାନଙ୍କୁ ଅନୁଷ୍ଠାନ ତରଫରୁ ନିୟମିତ ବ୍ୟବଧାନରେ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଉଛି |

2

2

2

2

2