କୋଭିଡ ମହାମାରୀ ଲାଗି ବହୁ ସଂଖ୍ୟାରେ ଲୋକମାନେ ନିଜର ଜୀବିକା ହରାଇ ବସିଛନ୍ତି | ଅଭାବ ଓ ଅନାଟନ ରେ ଦିନ କାଟୁଥିବା ସେମିତି କିଛି ପରିବାର ଲୋକମାନଙ୍କୁ ଅନୁଷ୍ଠାନ ତରଫରୁ ନିୟମିତ ବ୍ୟବଧାନରେ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଉଛି |